କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ବିବାଦ : ୭ ଘଣ୍ଟାର ମାରାଥନ୍‌ ବୈଠକ

ଆଜାଦଙ୍କୁ ସମାଲୋଚନା କଲେ ପ୍ରିୟଙ୍କା, ସୋନିଆଙ୍କ ସପକ୍ଷରେ ବାହାରିଲେ ମନମୋହନ, ଆଣ୍ଟୋନି ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ୨୩ ଜଣ ନେତା ନେତୃତ୍ବ ପରିବର୍ତ୍ତନ ଓ ଦଳରେ ପରିବର୍ତ୍ତନ ପାଇଁ ଚିଠି ଲେଖିବା ପରେ କରୋନା ମହାମାରୀ ସମୟରେ ସୋମବାର ଦଳର କାର୍ଯ୍ୟକାରିଣୀର ଏକ ୭ ଘଣ୍ଟିଆ ‌ମାରାଥନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ ସେମାନଙ୍କ ମତ ଉପସ୍ଥାପନ … Continue reading କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ବିବାଦ : ୭ ଘଣ୍ଟାର ମାରାଥନ୍‌ ବୈଠକ